Type |
Timing |
Name |
ଗୋପାଳବଲ୍ଲଭ |
08:30 AM |
ନଡିଆ କୋରା, ପାଗ ଖଇ, କଦଳି, ନାଡିଆ ପାତି, ଦହି, ସର, ରାବିଡି, ଖୁଆମଣ୍ଡା |
ସକାଳଧୂପ |
10:00 AM |
ଅନ୍ନ ଭୋଗ |
ଖେଚିଡି, କାନିକା, ଶାଗ, ଭଜା, ଅଦା ପାଚେଡି |
ପିଠା |
ବଡ କାନ୍ତି, ସନକାନ୍ତି, ମାଠପୁଳି, ହଁସକେଳି, ପିଠାପୁଳି, ଚଣ୍ଡ ମାଠପୁଳି, ଝିଲି, ଏଣ୍ଡୁରି
|
|
ଭୋଗମଣ୍ଡପ |
11:00 AM |
ସାଦା ଅନ୍ନ, ଘିଅ ଅନ୍ନ, ଖେଚିଡି, କାନିକା, ଅନ୍ନ ରସାବଳି, ଡାଲି, ଡାଲମା, ମହୁର, ବେସର, ଶାଗ, ଗୋଟି ବାଇଗଣ, ଗୋଟା
ସୋଲା, ଗୋଟା ମୁଗ, ଫାଳ ସୋଲା, ଦହି ବାଇଗଣ, ପୋଟଳ ତରକାରି, ମଧୁରୁଚି, ପିତା, ଦହିବରା, ଝିଲି, ଖଜା, ଫେଣି, ଲୁଣି
ଖୁରୁମା, ଜଗନ୍ନାଥବଲ୍ଲଭ, ମଗଜ, ଲଡୁ
|
ମଧ୍ୟାନଧୂପ |
12:30 to 01:00 PM |
ତିପୁରି, ଆରିସା, ମାଠପୁଳି, ବଡ କାକରା, ଫେଣି, ଝଡେଇଲଦା, ଅନ୍ନ, ଓରିଆ, ମୁଗଡାଲି, ମରିଚି ପାଣି, ଝଡେଇ ମନୋହର, ତାଟ
ମନୋହର, ଖଇର ଚୁଳ, ମରିଚି ଲଡୁ, ପାଗ ଆରିସା, ଟାକୁଆ, ଗଜା, ବିରିବଢି, କଡମ୍ବା, ବଡି ଖିରିସା, ସୁଜି ବଡି ଖିରି, ପଣା,
କାକରା, ସୁବାସ ପଖାଳ |
ସନ୍ଧ୍ୟା ଧୂପ |
07:00 to 08:00 PM |
ଚୁପୁଡା ପଖାଳ, ପାଣି ପଖାଳ, ଅମାଲୁ, କଅଁଳ ପୁରି, ମାଠ ପୁଳି |
ବଡସିଂହାର |
11:00 PM |
ସରପୁଳି ପିଠା, ସୁଆର ପିଠା, କଦଳି ବଡା, ଦହି ପଖାଳ, ମିଠା ପଖାଳ, ଖିରି, କାଞ୍ଜି |