Jagannath Puri Culture

Chappan Bhog

ନୈବେଦ୍ୟ(As per Timing)

Type

Timing

Name

ଗୋପାଳବଲ୍ଲଭ

08:30 AM

ନଡିଆ କୋରା, ପାଗ ଖଇ, କଦଳି, ନାଡିଆ ପାତି, ଦହି, ସର, ରାବିଡି, ଖୁଆମଣ୍ଡା

ସକାଳଧୂପ

10:00 AM

ଅନ୍ନ ଭୋଗ

ପିଠା

ଖେଚିଡି, କାନିକା, ଶାଗ, ଭଜା, ଅଦା ପାଚେଡି

ବଡ କାନ୍ତି, ସନକାନ୍ତି, ମାଠପୁଳି, ହଁସକେଳି, ପିଠାପୁଳି, ଚଣ୍ଡ ମାଠପୁଳି, ଝିଲି, ଏଣ୍ଡୁରି

ଭୋଗମଣ୍ଡପ

11:00 AM

ସାଦା ଅନ୍ନ, ଘିଅ ଅନ୍ନ, ଖେଚିଡି, କାନିକା, ଅନ୍ନ ରସାବଳି, ଡାଲି, ଡାଲମା, ମହୁର, ବେସର, ଶାଗ, ଗୋଟି ବାଇଗଣ, ଗୋଟା ସୋଲା, ଗୋଟା ମୁଗ, ଫାଳ ସୋଲା, ଦହି ବାଇଗଣ, ପୋଟଳ ତରକାରି, ମଧୁରୁଚି, ପିତା, ଦହିବରା, ଝିଲି, ଖଜା, ଫେଣି, ଲୁଣି ଖୁରୁମା, ଜଗନ୍ନାଥବଲ୍ଲଭ, ମଗଜ, ଲଡୁ

ମଧ୍ୟାନଧୂପ

12:30 to 01:00 PM

ତିପୁରି, ଆରିସା, ମାଠପୁଳି, ବଡ କାକରା, ଫେଣି, ଝଡେଇଲଦା, ଅନ୍ନ, ଓରିଆ, ମୁଗଡାଲି, ମରିଚି ପାଣି, ଝଡେଇ ମନୋହର, ତାଟ ମନୋହର, ଖଇର ଚୁଳ, ମରିଚି ଲଡୁ, ପାଗ ଆରିସା, ଟାକୁଆ, ଗଜା, ବିରିବଢି, କଡମ୍ବା, ବଡି ଖିରିସା, ସୁଜି ବଡି ଖିରି, ପଣା, କାକରା, ସୁବାସ ପଖାଳ

ସନ୍ଧ୍ୟା ଧୂପ

07:00 to 08:00 PM

ଚୁପୁଡା ପଖାଳ, ପାଣି ପଖାଳ, ଅମାଲୁ, କଅଁଳ ପୁରି, ମାଠ ପୁଳି

ବଡସିଂହାର

11:00 PM

ସରପୁଳି ପିଠା, ସୁଆର ପିଠା, କଦଳି ବଡା, ଦହି ପଖାଳ, ମିଠା ପଖାଳ, ଖିରି, କାଞ୍ଜି

Type Timing Name
ଗୋପାଳବଲ୍ଲଭ 08:30 AM ନଡିଆ କୋରା, ପାଗ ଖଇ, କଦଳି, ନାଡିଆ ପାତି, ଦହି, ସର, ରାବିଡି, ଖୁଆମଣ୍ଡା
ସକାଳଧୂପ 10:00 AM
ଅନ୍ନ ଭୋଗ ଖେଚିଡି, କାନିକା, ଶାଗ, ଭଜା, ଅଦା ପାଚେଡି
ପିଠା ବଡ କାନ୍ତି, ସନକାନ୍ତି, ମାଠପୁଳି, ହଁସକେଳି, ପିଠାପୁଳି, ଚଣ୍ଡ ମାଠପୁଳି, ଝିଲି, ଏଣ୍ଡୁରି
ଭୋଗମଣ୍ଡପ 11:00 AM ସାଦା ଅନ୍ନ, ଘିଅ ଅନ୍ନ, ଖେଚିଡି, କାନିକା, ଅନ୍ନ ରସାବଳି, ଡାଲି, ଡାଲମା, ମହୁର, ବେସର, ଶାଗ, ଗୋଟି ବାଇଗଣ, ଗୋଟା ସୋଲା, ଗୋଟା ମୁଗ, ଫାଳ ସୋଲା, ଦହି ବାଇଗଣ, ପୋଟଳ ତରକାରି, ମଧୁରୁଚି, ପିତା, ଦହିବରା, ଝିଲି, ଖଜା, ଫେଣି, ଲୁଣି ଖୁରୁମା, ଜଗନ୍ନାଥବଲ୍ଲଭ, ମଗଜ, ଲଡୁ
ମଧ୍ୟାନଧୂପ 12:30 to 01:00 PM ତିପୁରି, ଆରିସା, ମାଠପୁଳି, ବଡ କାକରା, ଫେଣି, ଝଡେଇଲଦା, ଅନ୍ନ, ଓରିଆ, ମୁଗଡାଲି, ମରିଚି ପାଣି, ଝଡେଇ ମନୋହର, ତାଟ ମନୋହର, ଖଇର ଚୁଳ, ମରିଚି ଲଡୁ, ପାଗ ଆରିସା, ଟାକୁଆ, ଗଜା, ବିରିବଢି, କଡମ୍ବା, ବଡି ଖିରିସା, ସୁଜି ବଡି ଖିରି, ପଣା, କାକରା, ସୁବାସ ପଖାଳ
ସନ୍ଧ୍ୟା ଧୂପ 07:00 to 08:00 PM ଚୁପୁଡା ପଖାଳ, ପାଣି ପଖାଳ, ଅମାଲୁ, କଅଁଳ ପୁରି, ମାଠ ପୁଳି
ବଡସିଂହାର 11:00 PM ସରପୁଳି ପିଠା, ସୁଆର ପିଠା, କଦଳି ବଡା, ଦହି ପଖାଳ, ମିଠା ପଖାଳ, ଖିରି, କାଞ୍ଜି

ବିଶେଷ ଭୋଗ/ Special offerings

Type

Timing

Name

ବାଳ ଭୋଗ

ଆଶ୍ବୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତିକ ପୁର୍ଣିମା, ସକାଳ ଧୂପ ପରେ

କୋରା, ଖଇ,ଦୋଭଜା ଲିଆ, ଖୁଦି ନଡିଆ, କଦଳି, ଚାଉଳିଆ, କାକୁଡି, କମଲା, ସେଓ

ପହିଲି ଭୋଗ

ଧନୁ ସଙ୍କ୍ରାନ୍ତି ଠାରୁ ମକର ସଙ୍କ୍ରାନ୍ତି, ଗୋପାଳବଲ୍ଲଭ ଭୋଗ ସହିତ

ବଡ ଝିଲି, ଦରସୁଆ ବଢି, ଦରସୁଆ ଝିଲି, ବଡ ବଡା, କାକେରି, ସାନ ଅମାଲୁ, ନଳୀ, କାକରା, ଆରିସା, ଏଣ୍ଡୁରି, ମୁଗେଇ, ଝଡେଇଲଦା, ଲଡୁ, ଗଜା, ଗଇଣ୍ଠା, ଖଇରଚୂଳ, ମଣ୍ଡା, ଛତୁ, ଚୂଡାପୁଆ, କଣ୍ଟେଇ, ବଡ ବରା

Type Timing Name
ବାଳ ଭୋଗ ଆଶ୍ବୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତିକ ପୁର୍ଣିମା, ସକାଳ ଧୂପ ପରେ କୋରା, ଖଇ,ଦୋଭଜା ଲିଆ, ଖୁଦି ନଡିଆ, କଦଳି, ଚାଉଳିଆ, କାକୁଡି, କମଲା, ସେଓ
ପହିଲି ଭୋଗ ଧନୁ ସଙ୍କ୍ରାନ୍ତି ଠାରୁ ମକର ସଙ୍କ୍ରାନ୍ତି, ଗୋପାଳବଲ୍ଲଭ ଭୋଗ ସହିତ ବଡ ଝିଲି, ଦରସୁଆ ବଢି, ଦରସୁଆ ଝିଲି, ବଡ ବଡା, କାକେରି, ସାନ ଅମାଲୁ, ନଳୀ, କାକରା, ଆରିସା, ଏଣ୍ଡୁରି, ମୁଗେଇ, ଝଡେଇଲଦା, ଲଡୁ, ଗଜା, ଗଇଣ୍ଠା, ଖଇରଚୂଳ, ମଣ୍ଡା, ଛତୁ, ଚୂଡାପୁଆ, କଣ୍ଟେଇ, ବଡ ବରା

ଛପନ ଭୋଗ/ ChhapanBhog

ଅନ୍ନ/ RiceDishes

୧. ସାଧା ଅନ୍ନ/ PlainRice

୨. ଘି ଅନ୍ନ/Rice mixed with Ghee

୩. ଅଦା ପଖାଳ/ WaterRice with grated ginger

୪. ଦହି ପଖାଳ/ Water rice mixed with Curd

୫. ମିଠା ପଖାଳ/ Water rice mixed with Sugar Here

୬. ଓଡିଆ ପଖାଳ/ Water rice mixed to ghee, lemon and salt

୭. କନିକା/ Flavoured roce with ghee and sugar

୮. ଖେଚୁଡି/ Rice mixed with Lentil

୯. ଥାଳି ଖିଚୁଡି/ Yellow Rice mixed with Lentil, ghee and sugar

ମିଠା/ SweetDishes

୧୦. ଖଜା/ Khaja

୧୧. ଗଜା/ Gaja

୧୨. ଲଡୁ/ Ladu

୧୩. ଜିରା ଲଡୁ/ Cumin seed Ladu

୧୪. ମଗଜ ଲଡୁ/ Flavoursome Ladu

୧୫. ମରିଚି ଲଡୁ/ Special Ladu

୧୬. ଜଗନ୍ନାଥବଲ୍ଲଭ/ Jagannath ballav

୧୭. ଖୁରୁମା/ Khuruma

୧୮. ଲୁଣି ଖୁରୁମା/ Salted Khuruma

୧୯. କାକରା/ Kakara

୨୦. ମଠାପୁଳି/ Mathapuli

ପିଠା, ମଣ୍ଡା/ Cakes

୨୧. ପୁରି/ Puri

୨୨. ତ୍ରିପୁରି/ Tripuri

୨୩. ସୁଆରପିଠା/ Suara Pitha

୨୪. ମଣ୍ଡା/ Manda

୨୫. ଚଢେଇନଦା/ Chadheinada

୨୬. ଝିଲ୍ଲି/ Jhilli

୨୭. କାନ୍ତି/ Kanti

୨୮. ଅମାଲୁ/ Amalu

୨୯. ଲୁଚି/ Luchi

୩୦. ବରା/ Bara

୩୧. ଦହି ବରା/ Curd Bara

୩୨. ଆରିସା/ Aarisa

୩୩. ରସାପିକ/ Rasapika

କ୍ଷିର ଜାତୀୟ ଭୋଗ/ Milk Dishes

୩୪. ଖିରି/ Khiri

୩୫. ଖୁଆ/ Khua

୩୬. ତାଡିଆ/ Tadia

୩୭. ଖୁଆ ମଣ୍ଡା/ Khua Manda

୩୮. ଛେନା ଖାଇ/ Chenna Khai

୩୯. ପାପୁଡି/ Papudi

୪୦. ରସାବଳି/ Rasabali

୪୧. ସରପୁଲ୍ଲି/ Sarapulli

୪୨. ବାପୁଡି ଖଜା/ Bapudi khaja

ଡାଲି ଏବଂ ତରକାରି/Dal and Curries

୪୩. ଡାଲମା/ Dalma

୪୪. ମୁଗ ଡାଲି/ Lentil Dal

୪୫. ଚଣା ଡାଲି/ Chana Dal

୪୬. ବିରି ଡାଲି/ Urad Dal

୪୭. ମିଠା ଡାଲି/ Sweet Dal

୪୮. ଗୋଟି ବାଇଗଣ/ Eggplant

୪୯. ବାଇଗିଣି/ Fried Eggplant

୫୦. ଶାଗ/ Leafy green dish

୫୧. ରାଇତା/ Yogurt and curd with vegetables

୫୨. ବେସର/ Mustard curry

୫୩. ଖଟା/ Sour item

୫୪. ମଥୁରା/ Pumpkin curry

୫୫. ପୋଟଳ ରସା/ Pointed gourd curry

୫୬. ପିତା/ Neem flower dish

Scroll to Top